କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋକୁ ଦିନିକିଆ ରିମାଣ୍ଡରେ ନେଲା ମାର୍ଶାଘାଇ ଥାନା ପୁଲିସ୍‌; ଟିଟୋକୁ ରିମାଣ୍ଡରେ ନେବାକୁ ଏସଡିଜେଏମ୍ କୋର୍ଟଙ୍କ ଅନୁମତି, ଦୁଇଟି ହତ୍ୟା ମାମଲାରେ ଟିଟୋକୁ ଜେରା କରିବ ପୁଲିସ୍‌