କେନ୍ଦୁଝର: ଟାଟାରୁ ଅନୁଗୁଳ ଯାଉଥିବା ଏକ ଘରୋଇ ବସ୍ କାଞ୍ଜିପାଣି ଘାଟିରେ ଓଲଟି ପଡିଲା, ୨୫ରୁ ଅଧିକ ଆହତ, ସମସ୍ତ ଆହତ ତେଲକୋଇ ଚିକିତ୍ସାଳୟରେ ଭର୍ତ୍ତି