ମାଲକାନଗିରି: ଭୁବନେଶ୍ୱର କିସ୍‌ରୁ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା ନିଖୋଜ ଘଟଣା, ଖଇରିପୁଟ ଥାନାରେ ଏତଲା ଦେଲେ ମାଆ ବୁଦାଇ ମାନ୍ଦ୍ରା, କିସ୍‌ରୁ ତାଙ୍କ ପୁଅକୁ ଫେରାଇ ଆଣିବାକୁ ନିବେଦନ କଲେ ବୁଦାଇ, ୨୦୧୫ରେ କିସ୍‌ରୁ ନିଖୋଜ ହୋଇ ଯାଇଥିଲେ ରାମଚନ୍ଦ୍ର