କୋଣାର୍କ ଏକ୍ସପ୍ରେସ୍‌ର ସଂରକ୍ଷିତ ବଗି S-11ରୁ ୨ଟି ସନ୍ଦିଗ୍ଧ ବାକ୍ସ ଉଦ୍ଧାର: ଟ୍ରେନରୁ ବାକ୍ସକୁ ବାହାର କରି ବୋମା ସ୍କ୍ୱାଡ୍‌ର ଯାଞ୍ଚ; ଗତକାଲି ଦିନ ୩ଟାରେ ମୁମ୍ବାଇ ଛାଡ଼ିଥିଲା ଟ୍ରେନ୍