କୁନ୍ଦୁଲି ମାମଲା: ଜାତୀୟ ଏସ୍‌ସି କମିଶନ ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ; ରିପୋର୍ଟ ଦେବା ପରେ କମିଶନ ସଦସ୍ୟ ଯୋଗେନ୍ଦ୍ର ପାଶ୍ୱାନ କହିଲେ- ସ୍ଥାନୀୟ ପୋଲିସ ଓ ମେଡିକାଲ କର୍ତ୍ତୃପକ୍ଷ ଅବହେଳା କରିଛନ୍ତି