କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କୁ ହଟାଓ ଦାବିରେ ବରଗଡ଼ରେ ବିଜେପି ଯୁବମୋର୍ଚ୍ଚାର ଏସ୍‌ପି ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି; ସଭାପତି ଟଙ୍କଧର ତ୍ରିପାଠୀଙ୍କ ସହ ଶତାଧିକ କର୍ମୀ ଅଟକ