ସୋର: ୩ ଭାଇଙ୍କୁ ହାଣି ବାଇକ, ଲାପଟପ୍, ଟଙ୍କା ଓ ମୋବାଇଲ ଲୁଟିନେଲେ ୬ ଦୁର୍ବୃତ୍ତ,ବାହାନଗା ଷ୍ଟେସନରୁ ରଢ଼ୁଆଁକୁ ବାଇକରେ ଫେରୁଥିଲେ,୨ଟି ପଲସରରେ ଆସିଥିଲେ ୬ ଜଣ ଦୁର୍ବୃତ୍ତ