ଛତିଶଗଡ଼ ସୁକମା ଜିଲ୍ଲା ଭଟିଗୁଡ଼ାରେ ଜଣଙ୍କୁ ଘରୁ ଟେକିନେଇ ଜଙ୍ଗଲ ଭିତରେ ପିଟିପିଟି ମାରିଦେଲେ ମାଓବାଦୀ, ପୋଲିସ୍ ଇନ୍‌ଫର୍ମର୍‌ ସନ୍ଦେହରେ ୩ ଦିନ ତଳୁ ଅପହରଣ କରିଥିଲେ