ମାଲକାନଗିରି ସୀମାରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ଛତିଶଗଡ଼ ବସ୍ତର ଜିଲ୍ଲା ପିଚିକଡ଼ର ନିକଟରେ ରାସ୍ତା କାମରେ ନିୟୋଜିତ ୯ ଟ୍ରାକ୍ଟରକୁ ଜାଳିଦେଲେ, ଶ୍ରମିକଙ୍କୁ ପିଟିଲେ