ଚିତ୍ରକୋଣ୍ଡା: ପୋଲିସ ଓ ଅବକାରୀ ବିଭାଗ ବିରୋଧରେ ପପଲୁରୁ ଓ କୁରୁମାନୁର ପଞ୍ଚାୟତରେ ମାଓ ପୋଷ୍ଟର; ସିପିଆଇ ମାଓବାଦୀ କାଲିମେଳା ଆଞ୍ଚଳିକ କମିଟି ପକ୍ଷରୁ ପୋଷ୍ଟର