ମାଲକାନଗିରି ଏସ୍‌ପିଙ୍କ ଠାରେ ଜଣେ କ୍ୟାଡର ମାଓବାଦୀ ଦିଗାମ୍ବର ପୋଦ୍ଦାରଙ୍କ ଆତ୍ମସମର୍ପଣ: ଦିଗାମ୍ବରଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା, ସେ କୁଡୁମୁଲୁଗୁମା ଜୋନ୍ କମିଟିର ସଦସ୍ୟ ଥିଲେ