କଟକ: ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ମାଧ୍ୟମିକ ଶିକ୍ଷା ବୋର୍ଡ ଆଗରେ ABVP କର୍ମୀଙ୍କ ବିକ୍ଷୋଭ, ଗେଟ ଭାଙ୍ଗି ଭିତରକୁ ପଶିବା ବେଳେ ବୋର୍ଡ କର୍ମଚାରୀ ଓ ABVP କର୍ମୀଙ୍କ ଭିତରେ ମୁହାଁମୁହିଁ