ମାଟ୍ରିକ ଖାତା ମୂଲ୍ୟାୟନକୁ ନେଇ ରାଜ୍ୟ ସ୍କୁଲ, କଲେଜ ମିଳିତ ମଞ୍ଚର ବିରୋଧ; ମୂଲ୍ୟାୟନ ପାଇଁ ଆସିଥିବା ଶିକ୍ଷକଙ୍କୁ ଛାଡ଼ୁନାହାନ୍ତି ଆନ୍ଦୋଳନକାରୀ, ବଲାଙ୍ଗିର ଓ ରାଉରକେଲାର ମୂଲ୍ୟାୟନ କେନ୍ଦ୍ରରେ ତାଲା ପକାଇ ଧାରଣା ଦେଲେ ଶିକ୍ଷକ