ବାଲେଶ୍ୱର ଓ ବଲାଙ୍ଗିର ଗସ୍ତରେ MCI ଟିମ୍: ବାଲେଶ୍ୱର ମେଡିକାଲ କଲେଜ ଅନୁଧ୍ୟାନ କରୁଛନ୍ତି ୩ ଜଣିଆ ଟିମ୍, ବଲାଙ୍ଗିରରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରୁଛନ୍ତି ୩ ଜଣିଆ MCI ଟିମ୍