ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ଆକ୍ରମଣ ପଛରେ ବିଜେପିର ସମ୍ପୃକ୍ତି ଅଭିଯୋଗ କଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ: କହିଲେ- ପୋଲିସ ଦ୍ୱାରା ଅଟକ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଜେପି ନେତା ଅଛନ୍ତି, ପରାଜୟ ଭୟରେ କାଣ୍ଡ ଘଟାଇଛି ବିଜେପି, ନିର୍ବାଚନକୁ ବନ୍ଦ କରିବାକୁ ବିଜେପିର ଏହା ପୂର୍ବ ନିର୍ଦ୍ଧାରିତ ଯୋଜନା