ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ଗୁଳିମାଡ଼ ନେଇ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଲେ- ଅଭିଯୋଗ ଭିତ୍ତିହୀନ, ହିଂସାକୁ ବିଜେପି ନିନ୍ଦା କରୁଛି, ବିନା ତଦନ୍ତରେ ଦୋଷ ଲଦିବା ବିଜେଡିର ଅଭ୍ୟାସ