ଦୁବାଇରେ ମୁମ୍ବାଇ ଚାମ୍ପିୟନ୍, ପଞ୍ଚମ ଥର ଟ୍ରଫି ଜିତି ରେକର୍ଡ କଲା

ଦୁବାଇ: ଦୁବାଇରେ ଦବଙ୍ଗ ସାଜିଲା ରୋହିତ୍ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ। ରୋହିତଙ୍କ କ୍ୟାପଟେନଶିପ୍ ଇନିଂସ୍ ସାଙ୍ଗକୁ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ପଞ୍ଚମଥର ଆଇପିଏଲ୍ ଟ୍ରଫି ହାତେଇଛି। ଅନ୍ୟପକ୍ଷରେ ପ୍ରଥମଥର ଆଇପିଏଲ୍ ଫାଇନାଲରେ ପହଞ୍ଚିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ନିରାଶ ହେବାକୁ ପଡ଼ିଛି। ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦିଲ୍ଲୀ ତା’ର କ୍ୟାପଟେନ୍ ଶ୍ରେୟସ ଆୟର୍ ଓ ୱିକେଟକିପର ବ୍ୟାଟ୍ସମ୍ୟାନ୍ […]

win

win

Ranjit Kumar Jena
  • Published: Tuesday, 10 November 2020
  • Updated: 11 November 2020, 12:04 PM IST

ଦୁବାଇ: ଦୁବାଇରେ ଦବଙ୍ଗ ସାଜିଲା ରୋହିତ୍ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ। ରୋହିତଙ୍କ କ୍ୟାପଟେନଶିପ୍ ଇନିଂସ୍ ସାଙ୍ଗକୁ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ପଞ୍ଚମଥର ଆଇପିଏଲ୍ ଟ୍ରଫି ହାତେଇଛି। ଅନ୍ୟପକ୍ଷରେ ପ୍ରଥମଥର ଆଇପିଏଲ୍ ଫାଇନାଲରେ ପହଞ୍ଚିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ନିରାଶ ହେବାକୁ ପଡ଼ିଛି।

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦିଲ୍ଲୀ ତା'ର କ୍ୟାପଟେନ୍ ଶ୍ରେୟସ ଆୟର୍ ଓ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂ ବଳରେ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୬ ରନ୍ କରିଥିଲା। ଏହାର ପ୍ରତ୍ୟୁତ୍ତରରେ ମୁମ୍ବାଇ ୧୮.୪ ଓଭରରେ ୫ ୱିକେଟ୍ ହରାଇ ୧୫୭ ରନ୍ କରି ଏକତରଫା ବିଜୟ ହାସଲ କରିଛି। ମୁମ୍ବାଇ ପକ୍ଷରୁ କ୍ୟାପଟେନ୍ ରୋହିତ୍ ସର୍ବାଧିକ ୬୮ (୫୧ ବଲ୍‌, ୫ ଚୌକା, ୪ ଛକା) ରନ୍ କରିଛନ୍ତି।

୧୫୭ ରନର ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ଇନଫର୍ମ କ୍ୱିଣ୍ଟନ୍ ଡି'କକ୍ ଓ ରୋହିତ୍ ଶର୍ମା। ଦୁହେଁ ପ୍ରଥମ ୱିକେଟ୍‌ ପାଇଁ ୪୫ ରନ୍ ଯୋଡ଼ିଥିଲେ। ଡି'କକ୍ ୧୨ ବଲରେ ୩ ଚୌକା ଓ ୧ ଛକା ସହ ୨୦ ରନ୍ କରି ଆଉଟ୍ ହୋଇଥିଲେ। ପୂରା ଟୁର୍ଣ୍ଣାମେଣ୍ଟରେ ନିରାଶ କରିଥିବା ରୋହିତ୍ ଠିକଣା ସମୟରେ ଫର୍ମକୁ ଫେରିଥିଲେ ଏବଂ ଟିମ୍ ପାଇଁ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ।

https://twitter.com/IPL/status/1326217546270339073?s=20

ସେ ସୂର୍ଯ୍ୟକୁମାର ଯାଦବ (୧୯)ଙ୍କ ସହ ୨ୟ ୱିକେଟ୍‌ ପାଇଁ ୪୫ ଓ ଇଶାନ୍ କିଷନଙ୍କ ସହ ମିଶି ତୃତୀୟ ୱିକେଟ୍‌ ପାଇଁ ୪୭ ରନର ଭାଗିଦାରୀ କରି ଟିମର ବିଜୟକୁ ସହଜ କରିଦେଇଥିଲେ। ସୂର୍ଯ୍ୟକୁମାର ରନ୍ ଆଉଟ୍ ହୋଇଥିବା ବେଳେ ରୋହିତଙ୍କୁ ଆନରିଚ୍ ନର୍ଜେ ଆଉଟ୍ କରିଥିଲେ। ରୋହିତଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କାଇରନ୍ ପୋଲାର୍ଡ ୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ କିଷନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଟିମକୁ ବିଜୟୀ କରାଇଥିଲେ। ସେ ୧୯ ବଲରେ ୩ ଚୌକା ଓ ୧ ଛକା ସହ ୩୩ ରନ୍ କରିଥିଲେ।

https://twitter.com/IPL/status/1326218065504137216?s=20

ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇର ବାମହାତୀ ସ୍ପୀଡଷ୍ଟାର୍ ଟ୍ରେଣ୍ଟ୍ ବୋଲ୍ଟ ଇନିଂସର ପ୍ରଥମ ବଲରେ ଇନଫର୍ମ ମାର୍କସ୍ ଷ୍ଟୋଇନିସକୁ ପ୍ୟାଭିଲିୟନ୍ ପଠାଇଥିଲେ। ବୋଲ୍ଟ ନିଜର ପରବର୍ତ୍ତୀ ଓଭରରେ ଅଜିଙ୍କ୍ୟ ରାହାଣେ (୨)ଙ୍କୁ ଆଉଟ୍ କରି ଦିଲ୍ଲୀକୁ ପ୍ରାରମ୍ଭିକ ଝଟକା ଦେଇଥିଲେ। ଜବରଦସ୍ତ ଫର୍ମରେ ଥିବା ଓପ୍ନର ଶିଖର୍ ଧୱନ୍ ଭଲ ଷ୍ଟାର୍ଟ କରିଥିଲେ ହେଁ ଖରାପ ଶଟ୍ ଖେଳି ନିଜ ୱିକେଟ୍‌ ଦେଇ ବସିଥିଲେ। ରାହୁଲ୍ ଚହରଙ୍କ ସ୍ଥାନରେ ଖେଳୁଥିବା ଜୟନ୍ତ ଯାଦବ ସୁଯୋଗର ଫାଇଦା ଉଠାଇ ଧୱନ୍ (୧୫)ଙ୍କୁ ବୋଲ୍ଡ କରିଥିଲେ।

୨୨ ରନରେ ୩ ୱିକେଟ୍‌ ହରାଇ ଦିଲ୍ଲୀ ବୃହତ ସଙ୍କଟରେ ପଡ଼ିଥିବା ବେଳେ ଆୟର୍ ଓ ପନ୍ତ ଦମ୍ ଦେଖାଇଥିଲେ। ଦୁହେଁ ରନ୍ ଗତିକୁ ବଢ଼ାଇବା ସହ ନିର୍ଣ୍ଣାୟକ ପାର୍ଟନରଶିପ୍ ଗଢ଼ି ଟିମକୁ ଲଢ଼ୁଆ ସ୍ଥିତିରେ ପହଞ୍ଚାଇଥିଲେ। ପନ୍ତ ନିଜର ପୁରୁଣା ଲୟ ଫେରିଯାଇ ଅର୍ଦ୍ଧଶତକ ମାରିଥିବା ବେଳେ ଆୟର୍ ମଧ୍ୟ ଠିକଣା ସମୟରେ ଉପଯୋଗୀ ଇନିଂସ୍ ଖେଳିଥିଲେ।

https://twitter.com/IPL/status/1326237146114449409?s=20
ଦୁହେଁ ଚତୁର୍ଥ ୱିକେଟ୍‌ ପାଇଁ ୯୬ ରନର ଭାଗିଦାରୀ କରିଥିଲେ। ପନ୍ତ ବ୍ୟକ୍ତିଗତ ୫୬ (୩୮ ବଲ୍, ୪ ଚୌକା, ୨ ଛକା) ରନ୍ କରିଥିବା ବେଳେ ନେଥନ କୁଲ୍ଟର-ନାଇଲଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶିମରନ୍ ହେଟମେୟର୍ (୫) କିଛି ଖାସ୍ କରିପାରିନଥିଲେ। ସ୍ଲଗ୍ ଓଭରରେ ମୁମ୍ବାଇ ବୋଲର ମାପଚୁପ ବୋଲିଂ କରିଥିଲେ। କ୍ୟାପଟେନ୍ ଆୟର୍ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଆୟର୍ ୫୦ ବଲରେ ୬ ଚୌକା ଓ ୨ ଛକା ସହ ୬୫ ରନ୍ କରି ଅପରାଜିତ ଥିଲେ। ଅକ୍ଷର ପଟେଲ୍ ୯ ରନ୍ କରି ଆଉଟ୍ ହୋଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବୋଲ୍ଟ ୩୦ ରନ୍ ଦେଇ ୩ଟି ୱିକେଟ୍‌ ନେଇଥିବା ବେଳେ କୁଲ୍ଟର-ନାଇଲ୍ ୨ଟି ଓ ଜୟନ୍ତ ଯାଦବ ଗୋଟିଏ ୱିକେଟ୍‌ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story