ନୂଆପଡ଼ା: ନିର୍ଯାତନା ସହିନପାରି ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ ସୁମିତ୍ରା ଧରୁଆ, ୫ ବର୍ଷ ହେଲା ମେନପୁର ଡିଭିଜନ ପାଇଁ କାମ କରୁଥିଲେ; ସୁମିତ୍ରାଙ୍କୁ ଧରାଇଦେଲେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା