ବଦଳିଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି: ଜଷ୍ଟିସ୍ କଲ୍‌ପେଶ୍‌ ସତ୍ୟେନ୍ଦ୍ର ଜାଭେରୀ ହେଲେ ମୁଖ୍ୟ ବିଚାରପତି, ଜଷ୍ଟିସ୍‌ ବୀନିତ ଶରଣଙ୍କ ସ୍ଥାନରେ ଜାଭେରୀଙ୍କୁ ନିଯୁକ୍ତି, କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ