ବନାବିରାରେ ମନ୍ତ୍ରୀଙ୍କ ଭାଇଙ୍କ ସମେତ ୪ଜଣଙ୍କୁ ଆକ୍ରମଣ ଘଟଣାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ପ୍ରତାପ ଦେବ: କହିଲେ, ନିର୍ବାଚନକୁ ବାତିଲ କରିବା ପାଇଁ ଏହା ସବୁ ବିଜେପିର ଚାଲ୍ ଥିଲା, ଧର୍ମେନ୍ଦ୍ର ଯେଉଁଦିନ ଯାହା କହିଛନ୍ତି, ତା ପରଦିନ ତାହା ଘଟିଛି