ବିଜେପୁରରେ ଶହ ଶହ କୋଟି ବଣ୍ଟା ଯାଇଥିବା କହିଥିଲେ ନରସିଂହ ମିଶ୍ର: ସମ୍ବଲପୁର ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ କହିଲେ ଏହା ସତ ହୋଇଥିଲେ ସାଂଘାତିକ, ଏହା ଗଣତନ୍ତ୍ର ପ୍ରତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ