ନବରଙ୍ଗପୁର: ଝରିଗାଁ ବ୍ଲକ କୁଟୁରାଛପର ପଞ୍ଚାୟତ ଦୀପୁଭଟ୍ଟା ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, ଘରେ ମୃତକନ୍ୟା ପ୍ରସବ କଲେ ମହିଳା; ପ୍ରସବ ପରେ ମହିଳା ଗୁରୁତର ହେବାରୁ ୩ କିମି ଖଟିଆରେ ବୋହି ପରେ ଆମ୍ବୁଲାନ୍ସରେ ଆଣି ହସ୍ପିଟାଲରେ ଭର୍ତ୍ତି କଲେ ପରିବାର ଲୋକ

j-999

Ordigital Desk
  • Published: Wednesday, 08 August 2018
  • , Updated: 08 August 2018, 08:40 PM IST

Related story