ପିଆଜ ଅଭାବୀ ବିକ୍ରି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଲେ-ସରଜମିନ୍‌ ତଦନ୍ତ ପାଇଁ ମାର୍କଫେଡ୍‌, ଯୋଗାଣ ଓ ଉଦ୍ୟାନ କୃଷିର ୩ ଜଣ ଅଫିସର କଳାହାଣ୍ଡି ଏବଂ ବଲାଙ୍ଗିର ଜିଲ୍ଲା ଯିବେ