ORHDC ଦୁର୍ନୀତି ମାମଲା: ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କଲେ IAS ବିନୋଦ କୁମାର, ବିନୋଦଙ୍କ ନାଁରେ NBW ଜାରି ହୋଇଥିଲା, ଆତ୍ମସମର୍ପଣ ପାଇଁ ଆଜି ଯାଏ ସମୟ ଦେଇଥିଲେ ହାଇକୋର୍ଟ