OTV ନାଁରେ ଅଭିଯୋଗ ଆଣି BJD ମୁଖପାତ୍ର ପ୍ରତାପ ଦେବ କହିଲେ- ଓଟିଭି ନିରପେକ୍ଷ ଖବର ପରିବେଷଣ କରୁନାହିଁ, ରାଜ୍ୟ ସରକାର ଓ ବିଜେଡିକୁ କାଠଗଡ଼ାରେ ଛିଡ଼ା କରିବାକୁ ଉଦ୍ୟମ କରୁଛି, ବିତର୍କରେ ବିଜେଡିକୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉନି, ଆମ ପ୍ୟାନେଲିଷ୍ଟମାନଙ୍କୁ କୋଣଠେସା କରାଯାଉଛି