OTV ନାଁରେ ଅଭିଯୋଗ ଆଣି BJD ମୁଖପାତ୍ର ପ୍ରତାପ ଦେବ କହିଲେ- ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଲମ୍ବନ ପରେ ଓଟିଭି ରାଜ୍ୟ ସରକାର ଓ ବିଜେଡିକୁ କାଠ ଗଡ଼ାରେ ଛିଡ଼ା କରିବାକୁ ଉଦ୍ୟମ କରୁଛି, ସେଥିପାଇଁ OTV ବିତର୍କ ଭିତ୍ତିକ କାର୍ଯ୍ୟକ୍ରମରୁ ନିଜକୁ କ୍ଷାନ୍ତ ରଖିବ ବିଜେଡି, ନିରପେକ୍ଷ ଅବଲମ୍ବନ କଲେ ପୁଣି ବିତର୍କକୁ ଯିବୁ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।