ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ବାହାଘର ଉପହାର ପ୍ୟାକେଟ୍ ବିସ୍ଫୋରଣ ଘଟଣା: ଜେଜେ ମାଆଙ୍କ ପରେ ବୁର୍ଲାରେ ନାତିର ମୃତ୍ୟୁ, ଉପହାର ପ୍ୟାକେଟ ନୁହେଁ ପାର୍ସଲ ବୋମା ଆସିଥିଲା ବୋଲି କହିଲେ ଏସଡିପିଓ