ଫୁଲବାଣୀ: କ.ନୂଆଗାଁ ବ୍ଲକ ମହାସିଙ୍ଗି ପଞ୍ଚାୟତରେ ଅନିୟମିତତା ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଲକର ୨ ବରିଷ୍ଠ କିରାଣୀ ନିଲମ୍ବିତ, ଲମ୍ବନ ଆଦେଶ ଦେଲେ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି., ବିଡିଓଙ୍କ ନାଁରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ଲେଖିଲେ