ପୁଲିସ କମିଶନର ଅଫିସ୍‌ରେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ: କାହିଁକି ଏବଂ କ’ଣ ପାଇଁ ଆସିଥିଲେ କିଛି ସ୍ପଷ୍ଟ ହୋଇନି, କାଲି ପ୍ରଣବିନ୍ଦୁଙ୍କ ଝିଅଙ୍କୁ ଟ୍ରାଫିକ ଉଲ୍ଲଂଘନ ନେଇ ଜଣେ କନଷ୍ଟେବଲ ପିଟିଥିବା ଅଭିଯୋଗ ଥିଲା, ଆଜି ସଂପୃକ୍ତ କନଷ୍ଟେବଲ ଏନେଇ ଥାନାରେ ଏତଲା କରିଥିଲେ