ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ସାଂସଦ ବୈଜୟନ୍ତ ପଣ୍ଡା: ପତିତପାବନ ବାନା ଦେଇ ପାଛୋଟି ନେଲେ ସେବାୟତ, ବିଜେଡିରର ବହୁ ଯୁବ କର୍ମୀ ଓ ସମର୍ଥକ ଉପସ୍ଥିତ