ପୁରୀ: ଗାନ୍ଧିସ୍ମୃତି ପୀଠ ଓ ରାଜଭବନ ପଛ ବେଳାଭୂମିରେ ବେଆଇନ ପାଇଖାନା ନିର୍ମାଣ ଅଭିଯୋଗ; ରଥଯାତ୍ରା ପାଇଁ କୌଣସି ସଂସ୍ଥା ଶୌଚାଳୟ ଖୋଲିଥିବା ସନ୍ଦେହ, ବିନା ଅନୁମତିରେ କେଉଁ ସଂସ୍ଥା ପାଇଖାନା ନିର୍ମାଣ କରୁଛି ଜଣାପଡ଼ିନି