ପୁରୀ: ଦାନ ଓ ଦକ୍ଷିଣା ଦେବାକୁ ୩ ରଥରେ ଲାଗିବ ୧୨ଟି ହୁଣ୍ଡି, ଗୁଣ୍ଡିଚା ମନ୍ଦିରରେ ମଧ୍ୟ ୬ଟି ହୁଣ୍ଡି ଲଗାଇବାକୁ ବ୍ୟବସ୍ଥା କରାଯିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।