ପୁରୀ: ସିକ୍ୟୁରିଟି ଗାର୍ଡ ଚାକିରି କରାଇଦେବା ନାଁ ଠକେଇ; ଏକ ସଂସ୍ଥା ୮୫୦୦ ଟଙ୍କା ଲେଖାଏଁ ଆଦାୟ କରିଥିବା ଅଭିଯୋଗ, ଟଙ୍କା ନେବା ପରେ ଏକ ଲୁଗା ଧୁଆ ଲଣ୍ଡ୍ରିରେ ୭ ଜଣଙ୍କୁ ରଖିଥିଲେ, ୭ ଯୁବକ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ, ଜଣେ ଅଟକ