ପୁରୀ: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୩ ଜଣିଆ କମିଟି; ସୁରେଶ ମହାପାତ୍ରଙ୍କ ନେତୃତ୍ୱାଧୀନ କମିଟି କରିବେ ଜନ ଶୁଣାଣି, ପକ୍ଷ ରଖିବାକୁ ବୁଦ୍ଧିଜୀବୀ ଓ ସେବାୟତ ଉପସ୍ଥିତ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସରକାର କମିଟି ଗଠନ କରିଥିଲେ