ବନ୍ୟାରେ ପୋଲ ଭାସିଯାଇଥିବାରୁ ବାଉଁଶ ଭେଳାରେ ଗର୍ଭବତୀ ମହିଳାଙ୍କୁ ପୁରୁଣାଭଟ୍ଟାରୁ କଲ୍ୟାଣସିଂହପୁର ଡାକ୍ତରଖାନା ଆଣିଲେ ଯୁବକ