ରାଉରକେଲା: କୁଆଁରମୁଣ୍ଡା ଥାନା ଜଗଦୀଶପୁର ଗାଁରେ ଲୋମଟାଙ୍କୁରା ଘଟଣା; ଯୁବତୀଙ୍କ ଘର ଆଗରେ ବିଫଳ ପ୍ରେମିକକୁ ପିଟିପିଟି ହତ୍ୟା, ମୃତ ଯୁବକ ବାନିଗୁନି ଗାଁର ଅରିଜିତ୍ ଏକ୍କା, ଥାନାରେ ଏତଲା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।