ବ୍ରହ୍ମପୁର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରାକୋଟ ବ୍ଲକ୍ BEO ଯୁଧିଷ୍ଠିର ଦଳେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଯୁଧିଷ୍ଠିର ଓ ତାଙ୍କ ସମ୍ପର୍କୀୟଙ୍କ ୪ଟି ଘରେ ଚାଲିଛି ଚଢ଼ାଉ