ରାଉରକେଲା: ବିଶ୍ରା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ; ଘରକୁ ଫେରୁଥିବା ବେଳେ ପାଖ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ, ଅଭିଯୁକ୍ତ ଫେରାର, ପୋକ୍ସୋ ଆକ୍ଚରେ ବିଶ୍ରା ଥାନାରେ ମାମଲା ରୁଜୁ