ସମ୍ବଲପୁର: ସଦର ଥାନା ସିନ୍ଦୂରପଙ୍କ ଅଞ୍ଚଳରେ ଚଢ଼ାଉ କରି ଚୋରା ବନ୍ଧୁକ କାରବାର ରାକେଟ୍‌ର ପର୍ଦ୍ଦାଫାସ୍ କଲା ପୋଲିସ; ଜଣେ ଛତିଶଗଡ଼ ଯୁବକଙ୍କ ଠାରୁ ୪ ବନ୍ଧୁକ, ୨ ଗୁଳି ଜବତ