ବନାବିରା ଆକ୍ରମଣରେ ମୃତ୍ୟୁ ଘଟିଥିବା ଡ୍ରାଇଭରଙ୍କ ସଂପର୍କୀୟଙ୍କୁ ଏସ୍‌ସିବିରେ ଭେଟି ସମବେଦନା ଜଣାଇଲେ ବିଧାୟକ ଅତନୁ ସବ୍ୟସାଚୀ: କହିଲେ- ଭୋଟ ପାଇଁ ସବୁ କିଛି କରିପାରେ ବିଜେପି, ବର୍ତ୍ତମାନ ନରହନ୍ତା ପାଲଟି ଯାଇଛି ବିଜେପି