ସୋର: ୨ ଇଂଜିନିୟରିଂ ଛାତ୍ର ସମେତ ୪ ଚୋର ଗିରଫ; ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି କରିବା ବେଳେ ବନ୍ଧାହେଲେ, ୨ ବାଇକ୍ ସହ ୨ ଖେଳନା ବନ୍ଧୁକ ମଧ୍ୟ ଜବତ