ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା; ମାମଲାରେ ପକ୍ଷଭୁକ୍ତ ପାଇଁ ୨ ଆବେଦନକାରୀଙ୍କୁ ଅନୁମତି, ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସ୍ତାବକୁ ଉଭୟଙ୍କ ବିରୋଧ,ସେପ୍ଟେମ୍ବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି