୧୩ ଜିଲ୍ଲାକୁ ରାତି ୮ଟା ପର୍ଯ୍ୟନ୍ତ ବର୍ଷା, ଝଡ଼ତୋଫାନ, ବଜ୍ରପାତ ନେଇ ସତର୍କ ସୂଚନା, ଜଗତସିଂହପୁର, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ୱର, କନ୍ଧମାଳ, ଦେବଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ମୟୂରଭଂଜ, ଯାଜପୁର, କଟକ ଜିଲ୍ଲାରେ ସତର୍କ ସୂଚନା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।