ଭୁବନେଶ୍ୱର: ଆଇସିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ବୋର୍ଡର ନିଜସ୍ୱ ୱେବସାଇଟରେ ଫଳ ଉପଲବ୍ଧ ହେଉଛି। ଓଡ଼ିଶାରୁ ଉଭୟ ଶ୍ରେଣୀରେ ପ୍ରାୟ ୧୦ହଜାର ପରୀକ୍ଷାର୍ଥୀ ଥିଲେ। ଦିନ ୧୧ଟା ୪୫ରେ ଏହି ଫଳ ପ୍ରକାଶିତ ହୋଇଛି।

schabalaya (2)

schabalaya (2)

Rakesh Mallick
  • Published: Monday, 18 May 2015
  • Updated: 18 May 2015, 06:18 AM IST

Trending

Photos

Videos