ଭୁବନେଶ୍ୱର: ୮୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶୁଭମ୍ ସତ୍ୟମ୍ ଇନ୍‌ଫ୍ରା ଏମ୍‌ଡି ବିଜୟ ମିଶ୍ରଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ୍