ଡି’ବ୍ରଦର୍ସ ଲିଙ୍କ୍‌ରେ ଛାତ୍ର ବିଜେଡି ସଭାପତିଙ୍କୁ ଗିରଫ କରା ନ ଗଲେ ଏପ୍ରିଲ୍ ୯ରେ କମିଶନରେଟ୍ ପୋଲିସ୍ ଅଫିସ୍ ଘେରାଉ କରିବାକୁ ଛାତ୍ର ଓ ଯୁବ କଂଗ୍ରେସର ଚେତାବନୀ