ଫୁଲବାଣୀର ରାଣୀପଥର ଘାଟିରେ ବ୍ରହ୍ମପୁରରୁ ବଲାଙ୍ଗିର ଆସୁଥିବା OSRTC ବସ୍‌ର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ପ୍ରାୟ ୨୦ ହଜାର ଟଙ୍କା ଲୁଟ୍, ଚାରିଛକ ଫାଣ୍ଡିରେ ଅଭିଯୋଗ