ପଞ୍ଚାୟତ ନିର୍ବାଚନ ନେଇ ରାଉରକେଲାରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପ୍ରେସ୍ ମିଟ୍‌: ସବୁ ପଞ୍ଚାୟତରେ ପ୍ରାର୍ଥୀ ଦେବ କଂଗ୍ରେସ, ଆବଶ୍ୟକ ସ୍ଥଳରେ ସ୍ଥାନୀୟ ସମସ୍ୟା ନେଇ ଆସନ ବୁଝାମଣା ହେବ