୩୨୦ କୋଟି ଟଙ୍କାର ମ୍ୟାଗି ନୁଡୁଲ୍ସ ନଷ୍ଟ କରିବ ନେସଲେ

ନୂଆଦିଲ୍ଲୀ: ୩୨୦ କୋଟି ଟଙ୍କାର ମ୍ୟାଗି ନୁଡୁଲ୍ସକୁ ନଷ୍ଟ କରି ଦେବ ନେସଲେ ଇଣ୍ଡିଆ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନୁମୋଦିତ ମାତ୍ରା ଠାରୁ ମ୍ୟାଗି ନୁଡୁଲ୍ସରେ ସୀସା ଓ ମୋନୋସୋଡିୟମ ଗ୍ଲୁଟାମେଟର ଅଧିକ ରହିଥିବା ଜଣାପଡ଼ିବା ପରେ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ଏଫଏସଏସଏଆଇ ପକ୍ଷରୁ ଏହାକୁ ବ୍ୟାନ୍ କରାଯାଇଥିଲା। ଆଉ ତା’ପରେ କଂପାନୀ ନେଇଛି ଏହି ନିଷ୍ପତ୍ତି। କଂପାନୀ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଦୋକାନରେ, ଫ୍ୟାକ୍ଟ୍ରିରେ ଓ ଡିଷ୍ଟ୍ରିବ୍ୟୁସନ୍ ସେଣ୍ଟର ଗୁଡ଼ିକରେ […]

maggi

maggi

Rakesh Mallick
  • Published: Monday, 15 June 2015
  • Updated: 15 June 2015, 02:55 PM IST

Sports

Latest News

ନୂଆଦିଲ୍ଲୀ: ୩୨୦ କୋଟି ଟଙ୍କାର ମ୍ୟାଗି ନୁଡୁଲ୍ସକୁ ନଷ୍ଟ କରି ଦେବ ନେସଲେ ଇଣ୍ଡିଆ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନୁମୋଦିତ ମାତ୍ରା ଠାରୁ ମ୍ୟାଗି ନୁଡୁଲ୍ସରେ ସୀସା ଓ ମୋନୋସୋଡିୟମ ଗ୍ଲୁଟାମେଟର ଅଧିକ ରହିଥିବା ଜଣାପଡ଼ିବା ପରେ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ଏଫଏସଏସଏଆଇ ପକ୍ଷରୁ ଏହାକୁ ବ୍ୟାନ୍ କରାଯାଇଥିଲା। ଆଉ ତା’ପରେ କଂପାନୀ ନେଇଛି ଏହି ନିଷ୍ପତ୍ତି।

କଂପାନୀ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଦୋକାନରେ, ଫ୍ୟାକ୍ଟ୍ରିରେ ଓ ଡିଷ୍ଟ୍ରିବ୍ୟୁସନ୍ ସେଣ୍ଟର ଗୁଡ଼ିକରେ ରହିଥିବା ମ୍ୟାଗି ନୁଡୁଲ୍ସ ପ୍ୟାକେଟ୍ ଗୁଡ଼ିକୁ  ଫେରାଇ ଅଣାଯିବ ଓ ସେଗୁଡ଼ିକୁ ନଷ୍ଟ କରିଦିଆଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି।

ନେସଲେ ଇଣ୍ଡିଆ ପକ୍ଷରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଦିଆଯାଇଥିବା ସୂଚନା ଅନୁଯାୟୀ ବଜାରରେ ତଥା କଂପାନୀର ଟ୍ରେଡ୍ ପାର୍ଟନରମାନଙ୍କ ପାଖରେ ୨୧୦ କୋଟି ଟଙ୍କାର ମ୍ୟାଗି ନୁଡୁଲ୍ସ ମହଜୁଦ୍ ରହିଛି। ଏହା ସହିତ କଂପାନୀର ଫ୍ୟାକ୍ଟ୍ରି ଓ ଡିଷ୍ଟ୍ରିବ୍ୟୁସନ ସେଣ୍ଟର ଗୁଡ଼ିକରେ ମହଜୁଦ୍ ଥିବା ମ୍ୟାଗି ନୁଡୁଲ୍ସ ଓ ଏହା ସହିତ ଜଡ଼ିତ ସାମଗ୍ରୀ ଗୁଡ଼ିକର ମୂଲ୍ୟ ପ୍ରାୟ ୧୧୦ କୋଟି ହେବ।

ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ନେସଲେ ଇଣ୍ଡିଆର କାରବାର ୫୯୪୮.୬୫ରେ ବନ୍ଦ ରହିଥିଲା। ପୂର୍ବାପେକ୍ଷା ଏଥିରେ ୨.୧୪ ପଏଣ୍ଟ ହ୍ରାସ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story