ଏୟାର ଇଣ୍ଡିଆର ବେତନ ବିଲ୍ ଶହେ କୋଟି ଟଙ୍କା ବଢିବ

ନୂଆଦିଲ୍ଳୀ: ଚଳିତବର୍ଷ ଏୟାର ଇଣ୍ଡିଆ କମ୍ପାନୀ ତା’ର ଦରମା ବାବଦକୁ ଶହେ କୋଟି ଟଙ୍କା ବୃଦ୍ଧି ପାଇବ ବୋଲି ଆକଳନ କରିଛି। ୮୦୦ ଅତିରିକ୍ତ ଚାଳକ ଦଳ ସଦସ୍ୟଙ୍କ ସହ  ପ୍ରାୟ ୨୫୦ ପାଇଲଟଙ୍କ ନିଯୁକ୍ତି ପରେ ଚଳିତବର୍ଷ କମ୍ପାନୀର ବେତନ ଅର୍ଥ ୧୦୦ କୋଟି ଟଙ୍କା ବଢିଯିବ। କିଛିଦିନ ହେବ ଏୟାର ଇଣ୍ଡିଆର ବେତନ ବିଲ୍ ହ୍ରାସ ପାଉଥିଲା। ୨୦୧୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କମ୍ପାନୀର ଦରମା ବାବାଦ ଖର୍ଚ୍ଚ ୩୨୦୦ କୋଟି ଟଙ୍କା ରହିବ […]

air-india

air-india

Rakesh Mallick
  • Published: Sunday, 06 September 2015
  • Updated: 06 September 2015, 11:37 AM IST

Sports

Latest News

ନୂଆଦିଲ୍ଳୀ: ଚଳିତବର୍ଷ ଏୟାର ଇଣ୍ଡିଆ କମ୍ପାନୀ ତା’ର ଦରମା ବାବଦକୁ ଶହେ କୋଟି ଟଙ୍କା ବୃଦ୍ଧି ପାଇବ ବୋଲି ଆକଳନ କରିଛି। ୮୦୦ ଅତିରିକ୍ତ ଚାଳକ ଦଳ ସଦସ୍ୟଙ୍କ ସହ  ପ୍ରାୟ ୨୫୦ ପାଇଲଟଙ୍କ ନିଯୁକ୍ତି ପରେ ଚଳିତବର୍ଷ କମ୍ପାନୀର ବେତନ ଅର୍ଥ ୧୦୦ କୋଟି ଟଙ୍କା ବଢିଯିବ। କିଛିଦିନ ହେବ ଏୟାର ଇଣ୍ଡିଆର ବେତନ ବିଲ୍ ହ୍ରାସ ପାଉଥିଲା। ୨୦୧୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କମ୍ପାନୀର ଦରମା ବାବାଦ ଖର୍ଚ୍ଚ ୩୨୦୦ କୋଟି ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି ।

କମ୍ପାନୀ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ପଦୋନ୍ନତି ତଥା ମହାଙ୍ଗା ଭତ୍ତା ମଧ୍ୟ କର୍ମଚାରୀଙ୍କର ବଢିବ। କେବିନ୍ କ୍ରୁ, ପାୟଲଟ୍ ଓ ଅନ୍ୟ ଷ୍ଟାଫଙ୍କ ଦରମା ଶହେ କୋଟି ବଢି ୩,୨୦୦କୋଟି ଟଙ୍କା ହାଇପାରେ । ଏୟାର ଇଣ୍ଡିଆ ଗତବର୍ଷ ବେତନ ବିଲ୍ ୩,୧୦୦ କୋଟି ଟଙ୍କା ହ୍ରାସ କରିଥିଲା। ୨୦୧୧-୧୨ ଏହା ୩,୬୦୦ କୋଟି ଟଙ୍କା ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story